ସ୍ୱାସ୍ଥ୍ୟ
    2 minutes ago

    ବନ୍ଧୁଗଣ ବର୍ତ୍ତମାନ ସମୟରେ ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ହେଉଛି ଆଉ ଅନେକ ଜନଜୀବନ କ୍ଷତି ହେଉଛି । ଆଜି ଆମେ ଆପଣଙ୍କୁ କହିବୁ ବଜ୍ରପାତର ହେବାର କାରଣ ଓ ଏହି ସମୟରେ କଣ କରିବା ଉଚିତ । ବଜ୍ରପାତର ମୁଖ୍ୟ କାରଣ ଗୁଡିକ ହେଉଛି ସମୁଦ୍ର ରେ ସ୍ଥଳ ଭାଗକୁ ଜଳିୟ ବାଷ୍ପ ପ୍ରବାହ ହୋଇଥାଏ । ଆଣ୍ଟି ସାଇକ୍ଳୋନ ଦ୍ଵାରା ଦକ୍ଷିଣ-ପୂର୍ବ ଦକ୍ଷିଣ ଦିଗରୁ ପବନ ବୋହିଥାଏ । by TaboolaSponsored Links You May Like The Secret Behind Successful Intraday Traders – Learn It Now! TradeWise ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଲେ ଏଭଳି ହୋଇଥାଏ । ଭୁପୃଷ୍ଠ ଓ ବାୟୁମଣ୍ଡଳର ତଳ ସ୍ତର ତାତିବା କାରଣରୁ ଉପରକୁ ଉଠେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ଆଉ ଏକ କାରଣ ହେଉଛି ଜଳିୟ ବାଷ୍ପ ଉପରକୁ ଉଠିବା ପାଇଁ ଆଉ ଏକ ମାଧ୍ୟମ ହେଉଛି ଟ୍ରଫଲାଇନ । ବଙ୍ଗୋପସାଗର ରୁ ଉପକୂଳ ବର୍ତ୍ତୀ ଜିଲ୍ଲାକୁ ଆଦ୍ରତା ଥିବା ସାମୁଦ୍ରିକ ପବନ ବହେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ବଜ୍ରପାତ ସମୟରେ ବା ବିଜୁଳି ମାରିଲେ ଭୁଲରେ ବି ଘରୁ ବାହାରକୁ ବାହାରନ୍ତୁ ନାହି । ଘର ଭିତରେ ରୁହନ୍ତୁ । ବଜ୍ରପାତ ବେଳେ ଛାତ ଘରେ ରହିବା ସବୁଠୁ ସୁରକ୍ଷିତ ହୋଇଥାଏ । ଯଦି ଚାଳ କି ଅନ୍ୟ କୌଣସି ଘରେ ଅଛନ୍ତି ତେବେ ସେଠାରେ ରୁହନ୍ତୁ ନାହି । ଏହା ସହ ମୋବାଇଲ ଭଳି ଇଲେକ୍ଟ୍ରୋନିକ ଡିଭାଇସ ଭୁଲରେ ବି ବ୍ୟବହାର କରନ୍ତୁ ନାହି । ଏମିତି ସମୟରେ ମୋବାଇଲକୁ ସ୍ଵିଚ ଅଫ କରି ଦିଅନ୍ତୁ ନଚେତ ଦୂରେଇ ରୁହନ୍ତୁ । ଏହା ବାଦ ଯଦି ଘର ଭିତରେ ଅଛନ୍ତି ଝରକା ଓ କବାଟ ପାଖରୁ ଦୂରେଇ ରୁହନ୍ତୁ । ବାହାରେ ଥିଲେ ନଇଁ ପଡି ଆଁଠୁ କୁ ବଙ୍କା କରି ଛାତିରେ ଲଗାଇ ବସି ଆଡନ୍ତୁ । ନିଜକୁ ଯେତେ ସଙ୍କୋଚିତ କରିପାରିବେ ସେମିତି କରି ବସନ୍ତୁ । କେବେ ବି ସିଧା ସଳଖ ମାଟି ଉପରେ ଶୁଅନ୍ତୁ ନାହି ଯଦି ଆପଣ ବାହାରେ ଅଛନ୍ତି ବା ମାଟି ଘରେ ଅଛନ୍ତି । ବିଜୁଳି ମାରିବା ସମୟରେ ଯଦି ଆପଣ କାର ରେ ଥିଲେ ଗାଡି ଡୋର ବନ୍ଦକରି ଦିଅନ୍ତୁ । ଗାଡି ର ଝରକା ମଧ୍ୟ ବନ୍ଦ କରି ଦିଅନ୍ତୁ । ଏହା ଛଡା ପାଣି ଠାରୁ ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କୌଣସି ଜଳସାୟ ବା ଜଳ ପାଖରେ ଅଛନ୍ତି ତେବେ ବଜ୍ରପାତ ସମୟରେ ସେଠାରୁ ଦୂରେଇ ଚାଲି ଯାଆନ୍ତୁ । କାରଣ ପାଣିରେ ଇଲେକ୍ଟ୍ରିସିଟି ପ୍ରବକ ଜଲ୍ଦି ହୋଇଥାଏ । ଗୋଟେ କରେଣ୍ଟ ଉତପତି ହୁଏ ଆଉ ଆପଣଙ୍କ ଜୀବନ ଚାଲିଯିବାର ସମ୍ଭବନା ଥାଏ । ତେଣୁ ଏହି ସମୟରେ ସାୱାର ଲଗାଇ ଗାଧାନ୍ତୁ ନାହି । ମେଟାଲ ତଥା ଧାତୁ ସାମଗ୍ରୀ କୁ ସ୍ପର୍ଶ କରନ୍ତୁ ନାହି । ବଜ୍ରପାତ ସମୟରେ ତାର ବାଡ, ସାଇକେଲ ଠାରୁ ଦୁରେଇ ରୁହନ୍ତୁ । ଟିଭି ଭଳି ଇଲେକ୍ଟ୍ରି ସାମଗ୍ରୀ କୁ ବିଦ୍ୟୁଦ ବୋର୍ଡ ଥର କାଢି ଦିଅ ନ୍ତୁ ଯେବେ ବଜ୍ରପାତ ହେଉଛି । ଯଦି କୌଣସି ଇଲେକ୍ଟ୍ରି ସାମଗ୍ରୀ ବ୍ୟବହାର କରୁଛନ୍ତି ଏବେ ଏହା ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

    ବନ୍ଧୁଗଣ ଆପଣଙ୍କର ଝିଅ ଦରକାର ନା ପୁଅ ବହୁତ ଜଲ୍ଦି ନେଇ ପାରିବେ ଦମ୍ପତି ଆଗୁଆ ନିସ୍ପତି । ବୈଜ୍ଞାନିକ…
    ଜୀବନଶୈଳୀ
    5 minutes ago

    ବିଜୁଳି ମାରିଲେ କରିବେ କଣ ? କେମିତି ରହିବେ ସୁରକ୍ଷିତ… ଦେଖନ୍ତୁ କଣ କରିବେ କଣ ନାହିଁ

    ବନ୍ଧୁଗଣ ବର୍ତ୍ତମାନ ସମୟରେ ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ହେଉଛି ଆଉ ଅନେକ ଜନଜୀବନ କ୍ଷତି ହେଉଛି…
    ବିଚାର
    6 minutes ago

    ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 11 ରୁ 17 ଏପ୍ରିଲ ଏହି ରାଶିକୁ ମିଳିବ ବଡ ଖୁସି ଖବର

    ବନ୍ଧୁଗଣ ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା । ତାଙ୍କର କୃପା ହେଲେ ବ୍ୟକ୍ତି ଜୀବନର ଦିଶା ବଦଳି ଯାଇଥାଏ…
    ଜୀବନଶୈଳୀ
    7 minutes ago

    ବାପା ବୋହୁଛି ସିଲିଣ୍ଡର ପୁଅ IPL ଷ୍ଟାର, KKR ର ନୂଆ IPL ଷ୍ଟାର Rinku Singh ଙ୍କ ସଂଘର୍ଷର କାହାଣୀ ଆପଣଙ୍କ ଆଖି ଭିଯାଇଦେବ

    ବାପା ଡେଲିଭରି କରନ୍ତି ଗ୍ୟାସ ସିଲିଣ୍ଡର, ବଡ ଭାଇର ପେସା ଅଟୋ ଡ୍ରାଇଭର । ହେଲେ ପୁଅ ହେଇଗଲା ଆଇପିଏଲ…
    ଦେଶ ବିଦେଶ
    8 minutes ago

    ପଣା ସଂକ୍ରାନ୍ତି (14 April ) କରନ୍ତୁ ଏହି 8ଟି ଚମତ୍କାରି ଉପାୟ, ସବୁ ସମସ୍ୟା ଦୂର କରିବେ ବଜରଙ୍ଗବଲି

    ବନ୍ଧୁଗଣ ଏପ୍ରିଲ 14ରେ ପଡୁଅଛି ପଣା ସଂକ୍ରାନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ…
    ବିଚାର
    11 minutes ago

    କେଉଁ ଦିନ ତୁଳସୀ ପତ୍ର ତୋଳିବା ଅନୁଚିତ ? ଭୁଲରେ ବି ଏହି ଦିନ ତୋଳନ୍ତୁ ନାହିଁ ମାଡି ଆସେ ଦାରିଦ୍ର୍ୟତା… Tulasi Puja Vidhi

    ବନ୍ଧୁଗଣ ଧାର୍ମିକ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ବହୁତ ପବିତ୍ର ଓ ଷାକାରାତ୍ମକ ମାନା ଯାଇଥାଏ । ଏହି କାରଣରୁ…
    ରାଶିଫଳ
    12 minutes ago

    ଏପ୍ରିଲ 2023, କେମିତି ରହିବା କନ୍ୟା ରାଶିର, ମିଳିବ ଏହି 4ଟି ଖୁସି ଖବର

    ବନ୍ଧୁଗଣ ଆଜି ଆମେ ଜାଣିବା ବର୍ଷର ଚତୁର୍ଥ ମାସ ଅର୍ଥାତ ଏପ୍ରିଲ ମାସରେ ଅନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ…
    ଜୀବନଶୈଳୀ
    13 minutes ago

    ଏହି କାମ କଲେ ଦୁଷ୍ଟ ପିଲାବି ଭଲ ପାଠ ପଢିବେ, ଦେଖନ୍ତୁ କଣ କହୁଛନ୍ତି ବାବାଜୀ Amrutananda

    ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଦୁଷ୍ଟ ପିଲା କିପରି ପାଠ ପଢିପାରିବ । ଯାହାକୁ ଆମେ ଏକ କାହାଣୀ…
    ଓଡିଶା
    14 minutes ago

    14 April ପଣା ସଂକ୍ରାନ୍ତିଠାରୁ ଏହି 5ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ, ବନୁଛି ମହାଧନ ଯୋଗ

    ବନ୍ଧୁଗଣ ଆପଣଙ୍କୁ ଆମ ପରିବାର ତରଫରୁ ପବିତ୍ର ଓଡିଆ ନବବର୍ଷ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା । ଏପ୍ରିଲ 14ରେ ପଣା…

    Breaking News
      ସ୍ୱାସ୍ଥ୍ୟ
      2 minutes ago

      ବନ୍ଧୁଗଣ ବର୍ତ୍ତମାନ ସମୟରେ ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ହେଉଛି ଆଉ ଅନେକ ଜନଜୀବନ କ୍ଷତି ହେଉଛି । ଆଜି ଆମେ ଆପଣଙ୍କୁ କହିବୁ ବଜ୍ରପାତର ହେବାର କାରଣ ଓ ଏହି ସମୟରେ କଣ କରିବା ଉଚିତ । ବଜ୍ରପାତର ମୁଖ୍ୟ କାରଣ ଗୁଡିକ ହେଉଛି ସମୁଦ୍ର ରେ ସ୍ଥଳ ଭାଗକୁ ଜଳିୟ ବାଷ୍ପ ପ୍ରବାହ ହୋଇଥାଏ । ଆଣ୍ଟି ସାଇକ୍ଳୋନ ଦ୍ଵାରା ଦକ୍ଷିଣ-ପୂର୍ବ ଦକ୍ଷିଣ ଦିଗରୁ ପବନ ବୋହିଥାଏ । by TaboolaSponsored Links You May Like The Secret Behind Successful Intraday Traders – Learn It Now! TradeWise ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଲେ ଏଭଳି ହୋଇଥାଏ । ଭୁପୃଷ୍ଠ ଓ ବାୟୁମଣ୍ଡଳର ତଳ ସ୍ତର ତାତିବା କାରଣରୁ ଉପରକୁ ଉଠେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ଆଉ ଏକ କାରଣ ହେଉଛି ଜଳିୟ ବାଷ୍ପ ଉପରକୁ ଉଠିବା ପାଇଁ ଆଉ ଏକ ମାଧ୍ୟମ ହେଉଛି ଟ୍ରଫଲାଇନ । ବଙ୍ଗୋପସାଗର ରୁ ଉପକୂଳ ବର୍ତ୍ତୀ ଜିଲ୍ଲାକୁ ଆଦ୍ରତା ଥିବା ସାମୁଦ୍ରିକ ପବନ ବହେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ବଜ୍ରପାତ ସମୟରେ ବା ବିଜୁଳି ମାରିଲେ ଭୁଲରେ ବି ଘରୁ ବାହାରକୁ ବାହାରନ୍ତୁ ନାହି । ଘର ଭିତରେ ରୁହନ୍ତୁ । ବଜ୍ରପାତ ବେଳେ ଛାତ ଘରେ ରହିବା ସବୁଠୁ ସୁରକ୍ଷିତ ହୋଇଥାଏ । ଯଦି ଚାଳ କି ଅନ୍ୟ କୌଣସି ଘରେ ଅଛନ୍ତି ତେବେ ସେଠାରେ ରୁହନ୍ତୁ ନାହି । ଏହା ସହ ମୋବାଇଲ ଭଳି ଇଲେକ୍ଟ୍ରୋନିକ ଡିଭାଇସ ଭୁଲରେ ବି ବ୍ୟବହାର କରନ୍ତୁ ନାହି । ଏମିତି ସମୟରେ ମୋବାଇଲକୁ ସ୍ଵିଚ ଅଫ କରି ଦିଅନ୍ତୁ ନଚେତ ଦୂରେଇ ରୁହନ୍ତୁ । ଏହା ବାଦ ଯଦି ଘର ଭିତରେ ଅଛନ୍ତି ଝରକା ଓ କବାଟ ପାଖରୁ ଦୂରେଇ ରୁହନ୍ତୁ । ବାହାରେ ଥିଲେ ନଇଁ ପଡି ଆଁଠୁ କୁ ବଙ୍କା କରି ଛାତିରେ ଲଗାଇ ବସି ଆଡନ୍ତୁ । ନିଜକୁ ଯେତେ ସଙ୍କୋଚିତ କରିପାରିବେ ସେମିତି କରି ବସନ୍ତୁ । କେବେ ବି ସିଧା ସଳଖ ମାଟି ଉପରେ ଶୁଅନ୍ତୁ ନାହି ଯଦି ଆପଣ ବାହାରେ ଅଛନ୍ତି ବା ମାଟି ଘରେ ଅଛନ୍ତି । ବିଜୁଳି ମାରିବା ସମୟରେ ଯଦି ଆପଣ କାର ରେ ଥିଲେ ଗାଡି ଡୋର ବନ୍ଦକରି ଦିଅନ୍ତୁ । ଗାଡି ର ଝରକା ମଧ୍ୟ ବନ୍ଦ କରି ଦିଅନ୍ତୁ । ଏହା ଛଡା ପାଣି ଠାରୁ ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କୌଣସି ଜଳସାୟ ବା ଜଳ ପାଖରେ ଅଛନ୍ତି ତେବେ ବଜ୍ରପାତ ସମୟରେ ସେଠାରୁ ଦୂରେଇ ଚାଲି ଯାଆନ୍ତୁ । କାରଣ ପାଣିରେ ଇଲେକ୍ଟ୍ରିସିଟି ପ୍ରବକ ଜଲ୍ଦି ହୋଇଥାଏ । ଗୋଟେ କରେଣ୍ଟ ଉତପତି ହୁଏ ଆଉ ଆପଣଙ୍କ ଜୀବନ ଚାଲିଯିବାର ସମ୍ଭବନା ଥାଏ । ତେଣୁ ଏହି ସମୟରେ ସାୱାର ଲଗାଇ ଗାଧାନ୍ତୁ ନାହି । ମେଟାଲ ତଥା ଧାତୁ ସାମଗ୍ରୀ କୁ ସ୍ପର୍ଶ କରନ୍ତୁ ନାହି । ବଜ୍ରପାତ ସମୟରେ ତାର ବାଡ, ସାଇକେଲ ଠାରୁ ଦୁରେଇ ରୁହନ୍ତୁ । ଟିଭି ଭଳି ଇଲେକ୍ଟ୍ରି ସାମଗ୍ରୀ କୁ ବିଦ୍ୟୁଦ ବୋର୍ଡ ଥର କାଢି ଦିଅ ନ୍ତୁ ଯେବେ ବଜ୍ରପାତ ହେଉଛି । ଯଦି କୌଣସି ଇଲେକ୍ଟ୍ରି ସାମଗ୍ରୀ ବ୍ୟବହାର କରୁଛନ୍ତି ଏବେ ଏହା ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

      ବନ୍ଧୁଗଣ ଆପଣଙ୍କର ଝିଅ ଦରକାର ନା ପୁଅ ବହୁତ ଜଲ୍ଦି ନେଇ ପାରିବେ ଦମ୍ପତି ଆଗୁଆ ନିସ୍ପତି । ବୈଜ୍ଞାନିକ ମାନେ ଏଭଳି ଜ୍ଞାନ କୌଶଳ ପ୍ରସ୍ତୁତ…
      ଜୀବନଶୈଳୀ
      5 minutes ago

      ବିଜୁଳି ମାରିଲେ କରିବେ କଣ ? କେମିତି ରହିବେ ସୁରକ୍ଷିତ… ଦେଖନ୍ତୁ କଣ କରିବେ କଣ ନାହିଁ

      ବନ୍ଧୁଗଣ ବର୍ତ୍ତମାନ ସମୟରେ ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ହେଉଛି ଆଉ ଅନେକ ଜନଜୀବନ କ୍ଷତି ହେଉଛି । ଆଜି ଆମେ ଆପଣଙ୍କୁ କହିବୁ…
      ବିଚାର
      6 minutes ago

      ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 11 ରୁ 17 ଏପ୍ରିଲ ଏହି ରାଶିକୁ ମିଳିବ ବଡ ଖୁସି ଖବର

      ବନ୍ଧୁଗଣ ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା । ତାଙ୍କର କୃପା ହେଲେ ବ୍ୟକ୍ତି ଜୀବନର ଦିଶା ବଦଳି ଯାଇଥାଏ । ତେବେ ଭଗବାନ ଶନିଦେବ ଙ୍କ…
      Back to top button